ହିଞ୍ଜିଳି: ହିଞ୍ଜିଳି ଥାନା ଅର୍ନ୍ତଗତ କୋଳିଦାସ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଜଣେ ନଡ଼ିଆ ତୋଳାଳି ର ମୃତ୍ୟୁ ଘଟିଛି। ମୃତ ଜଣକ ହେଉଛନ୍ତି କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୋପପୁର ଗ୍ରାମର କୃଷ୍ଣଚନ୍ଦ୍ର ନାହାକ ଓ ସେ ଉକ୍ତ ଗ୍ରାମର ଜଣେ ବାସିନ୍ଦା ଙ୍କ ଘରେ ନଡ଼ିଆ ତୋଳିବାକୁ ଆସି ଏହି ଭଳି ଘଟଣାର ସମ୍ମୁଖୀନ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ କୃଷ୍ଣ କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୨୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.