ଫେସବୁକରେ ବିବାଦୀୟ ପୋଷ୍ଟ କରି ବଡ଼ବିଲରେ ପୁଣି ଜଣେ ଗିରଫ

2

ବଡ଼ବିଲ(ଶାସକ ପ୍ରଶାସକ) : ସୋସିଆଲ ମିଡ଼ିଆ ଫେସବୁକରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ସମ୍ପର୍କରେ ବିବାଦୀୟ ପୋଷ୍ଟ କରି ଜଣେ ଯୁବକ ଗିରଫ ହୋଇଥିବାର ଜଣାପଡ଼ିଛି। ଗିରଫ ଯୁବକ ଜଣକ ହେଲେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳର ଆଶିଷ ସାହୁ (୩୦)। ବଡ଼ବିଲ ପୋଲିସ କେଶ ନଂ ୫୬  u/s 188/153(A)/295(A)/505(2) IPC ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟକୁ ଫରୱାର୍ଡ କରିଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। 

Leave A Reply

Your email address will not be published.