ଆଉ ଦୁଇ ପଜିଟିଭ : ଗୋଟିଏ ଢେଙ୍କାନାଳ, ଆରଟି ରାଜଧାନୀରେ 

2

ଭୁନନେଶ୍ୱର (ଶାସକ ପ୍ରଶାସକ) ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ରାଜ୍ୟରେ | ଜଣେ କରୋନା ପଜିଟିଭ ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ବେଳେ  ଆର ଜଣକ ରାଜଧାନୀରୁ |  ଢେଙ୍କାନାଳରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ବୟସ ୫୧ ହୋଇଥିବା ବେଳେ ଆଉ ସବିଶେଷ ତଥ୍ୟ ଦିଆଯାଇନାହିଁ | ଭୁବନେଶ୍ୱରର ରୋଗୀ ଜଣକ ମେଦିନୀପୁରର ଓ ତାଙ୍କ ବୟସ ୬୯ ବର୍ଷ | ସେ ଆମ୍ବୁଲାନ୍ସ ମାଧ୍ୟମରେ ପଶ୍ଚିମବଙ୍ଗରୁ ଆସି ସିଧା ସଳଖ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ  |

 

Leave A Reply

Your email address will not be published.