ପୁସ୍ତକ ମେଳାର ଦ୍ବିତୀୟ ସଂଧ୍ୟା ଜଗତସିଂହପୁର ଜିଲ୍ଲାର ସୃଷ୍ଟି ସର୍ବୋତ୍ତମ,ଶାରଳା ଦାସଙ୍କ ମହାଭାରତ ଅନନ୍ୟ ଓ…
ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଦ୍ବିତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ…