- Hits: 1531
ସାଇନିଂ ଷ୍ଟାର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ।
ପଦ୍ମପୁର/ନୀଳ ଦୀପ -ବରଗଡ଼ ଶିକ୍ଷା ଜିଲ୍ଲା ତରଫରୁ ଅନୁଷ୍ଠିତ ଦ୍ବିତୀୟ ସାଇନିଂ ଷ୍ଟାର ପ୍ରବେଶିକା ପରୀକ୍ଷାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ଦୁଇଜଣ ଛାତ୍ରୀ ନଫିସ ଫାତମା ଓ ଗୁଲନାଜ ପରବିନ କୄତକାର୍ଯ୍ୟ ହୋଇଥିବାରୁ ପ୍ରଧାନ...









