- Hits: 1455
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି, ଦାଦନ ରୋକିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶାର ଅବସାନ ତଥା ଆର୍ଥିକ ମାନଦଣ୍ଡର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି କେତେକ ଗୁରୁତ୍ୱପୂର୍ଣ ଘୋଷଣା । ସେମାନଙ୍କୁ ଦେଇଛନ୍ତି ମକର ଭେଟି । ଓଡ଼ିଶାର 4ଗୋଟି ଜିଲ୍ଲା ବରଗଡ଼,...








