- Hits: 463
ରାଉରକେଲା ଇସ୍ପାତ କାରଖାନାର ସଚେତନତା କାର୍ଯ୍ୟକ୍ରମ ଦକ୍ଷରେ ଏକ ହଜାରରୁ ଉର୍ଦ୍ଧ୍ଵ ଠିକା ଶ୍ରମିକଙ୍କ ଅଂଶଗ୍ରହଣ
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଠିକା ଶ୍ରମିକଙ୍କ ନିମନ୍ତେ ଗତବର୍ଷ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଗତ ଅକ୍ଟୋବର ୧୧ ତାରିଖରେ ଏହାର ଏକ ଅଧିବେଶନର ଆୟୋଜନ ସହିତ ଏହି...