- Hits: 351
୩୧ ତାରିଖ ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରି ଝାରସୁଗୁଡ଼ା ଜିଲ୍ଲାର ଯେ କୌଣସି ସ୍ଥାନରେ ସାର୍ବଜନୀନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଉପରେ ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ...







