ହେଡଲାଇନସ୍:

ପଞ୍ଚଖଣ୍ଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡବାହାଳ ସ୍ଥିତ ପାଞ୍ଚଖଣ୍ଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନର ଏକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନର ସଭାପତି ତଥା ବଡବାହାଳ ସରପଞ୍ଚ ସନ୍ତୋଷ କୁମାର ମିର୍ଦ୍ଧାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ   ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାକୁଳ , ସହକାରୀ ଶିକ୍ଷକ ପବିତ୍ର ମୋହନ ବିଶ୍ଵାଳ , କାଳିଆ ସାହୁ , ପ୍ରତାପ କୁମାର ପ୍ରଧାନ , ସୁରମଣି ସାହୁ , ଜଳନ୍ଧର ପ୍ରଧାନ , ପ୍ରଫୁଲ୍ଲ ସେଠୀ , କେଶବ ପ୍ରଧାନ , ଠିବୁରୁ ମୁଣ୍ଡା , ସମୀର ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।  ଅଧିକରୁ ଅଧିକ ପୁରାତନ ଛାତ୍ର ଛାତ୍ରୀଙ୍କ ମୋ ସ୍କୁଲ ଅଭିଯାନର ସାମିଲ କରିବା ପାଇଁ ଶିକ୍ଷକ , ଶିକ୍ଷା ସହଯୋଗ ଓ ସଭ୍ୟମାନଙ୍କୁ ନିବେଦନ କରିଥିଲେ ।

0
0
0
s2sdefault