ହେଡଲାଇନସ୍:

ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥି ପାଳନ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଭାରତୀୟ ଜନତା ପାର୍ଟି ରେଢାଖୋଲ ନଗର ପକ୍ଷରୁ  ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରଜବାଟି ଠାରେ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତରତ୍ନ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା , ଏହି କାର୍ଯ୍ୟକ୍ରମରେ ନଗର ସଭାପତି ରାମାନୁଜ ମହାପାତ୍ର , ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲିକ ,ରାଜେନ୍ଦ୍ର ପ୍ରସାଦ ବୈଠାରୁ , କୃଷକ ମୋର୍ଚ୍ଚା ସଭାପତି ଖଗେଶ୍ବର ବେହେରା , ମହିଳା ମୋର୍ଚ୍ଚା ସଭାପତି ମଞ୍ଜୁସା ପ୍ରଧାନ , ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରକାଶ ମୁଖୀ, ସଂପାଦକ ଦିଲ୍ଲୀପ ଲାଉରିଆ , କୋଷାଧ୍ୟକ୍ଷ ରବିନାରାୟଣ ରଥ , ବାସୁଦେବ ବେହେରା ପ୍ରମୁଖ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

0
0
0
s2sdefault