- Hits: 422
ଭୂମି ହିନଙ୍କୁ ଘରବାରୀ ପଟ୍ଟା ଓ ଆବାସ ପାଇଁ ଦାବି କଲା ଭିଲେଜର୍ସ ଇଣ୍ଡିଆ ପାଟ୍ଟି ଓ ଭୂମି ହିନ ମହିଳା ସଂଘ।
ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ରେ ଦିନକୁ ଦିନ ଜବରଦଖଲ ବୃଦ୍ଧିପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ କମଭାବ ଯୋଗୁଁ ସହର ମୂହା ହଉଛନ୍ତି ଲୋକେ। ସହରରେ ଆସି ସରକାରୀ ଜମି ରେ ଘର କରି କିମ୍ବା ଭଡା ଘରେ...









