- Hits: 438
ଏମଜିଏନଆରଇଜିଏସ ଯୋଜନାରେ ଲକ୍ଷାଧିକ ଟଙ୍କା ଲୁଟ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ
ହାଟଡିହୀ(ମକରଧ୍ବଜ ଜେନା )- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସ ଯୋଜନା ରେ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତି ଙ୍କୁ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇ ଲକ୍ଷାଧିକ...











