- Hits: 778
ଜାମସେଠ ଗାଁକୁ ବିଶୋଧନ କଲା ଅଗ୍ନି ଶମ ବିଭାଗ
ପାଇକମାଳ:ପାଇକମାଳ ବ୍ଳକ ଜାମସେଠ ଗାଁରେ କରୋନା ପଜିଟିଭ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗାଁ ଲୋକେ ଚିନ୍ତିତ । ଏ ଯାଏଁ ମୋଟ ୩୦ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏଣୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜାମସେଠ ସରପଞ୍ଚ ରମ୍ଭା...












