- Hits: 284
ସମ୍ମିଳିତ ଆଦିବାସୀ ସମାଜର ବାର୍ଷିକ ଅଧିବେଶନ।
ଝାରସୁଗୁଡ଼ା (ସୁଭାଷ ସହାରେ) :ଆସନ୍ତା ରବିବାର ତା:୧୩/୧୨/୨୦୨୦ ପୂର୍ବାହ୍ନ ୧୧ଟାରେ ଜମେରା ଇବ ନଦୀ ବାଲିଘାଟଠାରେ ସମ୍ମିଳିତ ଆଦିବାସୀ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି। ଏହି ଅବସରରେ ଆଦିବାସୀ ସମାଜର ବିଭିନ୍ନ...