- Hits: 562
ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ, ବିଧାୟକ, ଲୋକପ୍ରତିନିଧି ପାଇବେ ଦରମାର 30%: ସର୍ବ ଭାରତୀୟ ସେବା ଅଧିକାରୀ ପାଇବେ 50 %
ଭୁବନେଶ୍ୱର : କରୋନା ଜନିତ ସମ୍ଭାବ୍ୟ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ସରକାର କଠୋର ଆର୍ଥିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା ଖର୍ଚ୍ଚ କାଟ ନିଷ୍ପତ୍ତି( ଅଷ୍ଟେରିଟି ମେଜର) ଅନ୍ତର୍ଗତ...