- Hits: 1070
ରାସ୍ତା କଡରେ ଏକ କନ୍ୟା ସନ୍ତାନ ଜନ୍ମ,ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲେ୧୦୮ଆମ୍ବୁଲାନ୍ସ କର୍ମଚାରୀ।
ଜନନୀ ଯନ୍ତ୍ରଣା ରେ ଛଟପଟ ହୋଉଥିବା ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଆଣି ,ମାଆ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ପୁଣି ଜନନୀ ଯନ୍ତ୍ରଣା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର...








