ବରଗଡ :- ରାଜ୍ୟ ସରକାରଙ୍କ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହେଲା ବିଜୁ ଏକ୍ସପ୍ରେସ ୱେ । ଚାରିଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଏହି ରାସ୍ତା ଉପରେ ପରୋକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭର କରୁଥିବା ଅଂଚଳ ବା...
ବରଗଡ :- ରାଜ୍ୟ ସରକାରଙ୍କ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହେଲା ବିଜୁ ଏକ୍ସପ୍ରେସ ୱେ । ଚାରିଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଏହି ରାସ୍ତା ଉପରେ ପରୋକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭର କରୁଥିବା ଅଂଚଳ ବା...
କଳାହାଣ୍ଡି /ତୁଳମଣି ନାଗ: ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ପୋଡୁ ଚାଷ ଆଲରେ ଜଙ୍ଗଳକୁ ନିଆଁ ଲଗାଇ ଜଙ୍ଗଲ ଧ୍ୱଂସ କରୁଛନ୍ତି ଓ କାଠ ମାଫିଆ ମନେ ଗଛ ହାଣି ଜଙ୍ଗଲ କୁ ପଦା କରି ନଷ୍ଟ କରିଦେଉଛନ୍ତି...
ଭୁବନେଶ୍ୱର(ଶାସକ ପ୍ରଶାସକ) :କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବସିଡ଼ି ଅର୍ଥ ଠିକ୍ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଙ୍କଟରେ ସମ୍ମୁଖୀନ...
ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜିି ଅଖିଳ ଭାରତ ବୀମା ସଂଘ ତରଫରୁ ୪ଟି ଦାବିିକୁ ନେଇ ସର୍ବ ଭାରତୀୟ ସ୍ତରରେ ଦିିନିିକିିଆ ଦର୍ମଘଟର ଡାକରା ଦିିଆଯାଇଥିଲା। ଏହିି ଅବସରରେ ଝାରସୁଗୁଡାର ସମସ୍ତ ସାଧାରଣ ବୀମା ଅଫିସ ସପୁଣ୍ଣ ବନ୍ଦ ରହିିଥିଲା।...
-ପୁନରୁଦ୍ଧାର ହେଲେ ହୋଇ ପାରନ୍ତା ମାଛ ଚାଷ, ବଢ଼ନ୍ତା ପଞ୍ଚାୟତ ରାଜସ୍ୱ -ଉନ୍ନତି ହୁଅନ୍ତା ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅବସ୍ଥା -ଆବଶ୍ୟକ ବେଳେ ଚାଷ ଜମି ହୋଇପାରନ୍ତା ଜଳସେଚିତ ଝାରବନ୍ଧ-ମନୋହର ଦାଶ: ପଞ୍ଚାୟତର ରାଜସ୍ୱ...