- Hits: 298
ଚର୍ଚ୍ଚକୁ ବଡ଼ଦିନରେ ଦୁଇଘଣ୍ଟା ପାଇଁ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ଜିଲ୍ଲାପାଳଙ୍କୁ ଦରଖାସ୍ତ।
ଝାରସୁଗୁଡ଼ା:(ସୁଭାଷ ସହାରେ) :ଝାରସୁଗୁଡ଼ା ସହରସ୍ଥିତ ସେଣ୍ଟ ଡେଭିଡ ସିଏନଆଇ ଚର୍ଚ୍ଚ ଗତ ମାର୍ଚ୍ଚ ମାସରୁ କୋରୋନା ଯୋଗୁଁ ବନ୍ଦ ରହିଛି। ଆଗକୁ ବଡ଼ଦିନ ପର୍ବ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏହି ଦିନ ସବୁଠାରୁ ପବିତ୍ର ଦିବସ। ତେଣୁ...