- Hits: 1461
କୋରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ
ବରଗଡ :- ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି କୋରୋନା । କୋରୋନା ର ସଂକ୍ରମଣ କୁ ରୋକିବା ପାଇଁ ବର୍ତମାନ ରାଜ୍ୟ ସରକାର ପୁରା ଦମ ରେ କାମ କରୁଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସଂକ୍ରମଣ କୁ ରୋକିବା ପାଇଁ ଆସନ୍ତା କାଲି ଠାରୁ ଚଉଦ...