ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଅନ୍ତର୍ଭୁକ୍ତିକରଣରେ ନିଜକୁ ପ୍ରତିପାଦନ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଏହି ରଣନୀତି ଏକ ସାମାଜିକ ପ୍ରତିଷ୍ଠା ଦେବା ସହିତ ସମସ୍ତ ବର୍ଗର ନାଗରିକଙ୍କୁ ଦେଇଛି ନିଜର ସମ୍ମାନ । ଏହାର ଏକ ନିଦର୍ଶନ...
ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଅନ୍ତର୍ଭୁକ୍ତିକରଣରେ ନିଜକୁ ପ୍ରତିପାଦନ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଏହି ରଣନୀତି ଏକ ସାମାଜିକ ପ୍ରତିଷ୍ଠା ଦେବା ସହିତ ସମସ୍ତ ବର୍ଗର ନାଗରିକଙ୍କୁ ଦେଇଛି ନିଜର ସମ୍ମାନ । ଏହାର ଏକ ନିଦର୍ଶନ...
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ଆଉ ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ...
ମାଲକାନଗିରି : ମାଲକାନଗିରି ଏମ୍ ଭି ୭୯ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ ମେଡିକାଲ ପରିସର ରେ ଆଜି ଡାକ୍ତର ଙ୍କ ସହ ଦୁର୍ବ୍ଯବହାର ପଦର୍ଶନ କଲେ ମଦ୍ୟପ ଓ ତାଙ୍କର କିଛି ସାଥୀ।ଓପିଡି ଦାୟିତ୍ବରେ ଥିବା ଡାକ୍ତର...
ଭୁବନେଶ୍ୱର(ଶାସକ ପ୍ରଶାସକ): କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛିା ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛିା କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା...
ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ଶେଷକୃତ୍ୟ ଆଜି ଭୁବନେଶ୍ୱର ସତ୍ୟନଗରଠାରେ ସଂପନ୍ନ ହୋଇଯାଇଛିା ସ୍ୱର୍ଗତ ସାହୁଙ୍କ ପାର୍ଥିବ ଶରୀର ସତ୍ୟନଗର...