- Hits: 312
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନରେ ସମ୍ପନ୍ନ ହେଲା ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ଅନ୍ତିମ ସଂସ୍କାର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପଙ୍ଗା ଗ୍ରାମପଞ୍ଚାୟତର ବାଗାରାମା ଗ୍ରାମ ଠାରେ ସମ୍ପର୍ଣ ହୋଇଛି I ଆଜି ସକାଳେ ସହିଦ...