- Hits: 468
ପି.ପି କଲେଜ ଛାତ୍ରୀନିବାସ ନୂତନ ଗୃହ ସମେତ ବିଭିନ୍ନ ବିକାଶମୁଖୀ ପ୍ରକଳ୍ପକୁ ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା ।
ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ)-ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଜାରି ରହିଛି ବିକାଶ ପ୍ରକ୍ରିୟା । ଶନିବାର ଦିନ...