- Hits: 1081
ବିଶ୍ୱ ଦରବାରରେ ଶ୍ରେଷ୍ଠ ବ୍ୟଞ୍ଜନ "ପଖାଳ ଭାତ"
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଓ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ "ବିଶ୍ବ ପଖାଳ ଦିବସ" ମହା...