- Hits: 270
'ମୁକ୍ତା' ଯୋଜନାରେ ୧୬୧ଟି କାର୍ଯ୍ୟାଦେଶ ବଣ୍ଟନ
ରାଉରକେଲାର ବିକାଶ ତ୍ୱରାନ୍ୱିତ ହେବା ସହ ସଶକ୍ତ ହେବେ ମିଶନ ଶକ୍ତି ମହିଳା ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଶାରେ ସହରାଞ୍ଚଳର ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ...








