- Hits: 161
ଝାରପୋଖରିଆ ପୋଲିସ ର ଆକସ୍ମିକ ଚଢ଼ାଉ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଦୁଇ ଯୁବକ ସହିତ ଦୁଇ ଯୁବତୀ ଅଟକ।।।।।।।
ଶାସକପ୍ରଶାସକ ::ମୟୁରଭଂଜ ଜିଲ୍ଲା ବମ୍ୱେଛକ ଝାରପୋଖରିଆ ଦୁର୍ଗାପୂଜା ମଣ୍ଡପ ପଡ଼ିଆ କୁ ଲାଗି ଜଙ୍ଗଲ ପଛପଟେ ଏକ ବେଆଇନ ଲଜରେ ଯୁବକ ଓ ଯୁବତୀ ଙ୍କ ଅନୈତିକ କାର୍ଯ୍ୟ ବେଳେ ବସ୍ତିବାସୀ ଙ୍କ ସହାୟତାରେ ଚଢାଉ କଲା ଝାରପୋଖରିଆ ପୋଲିସ , ଦୁଇ...









