ହେଡଲାଇନସ୍:

ବିରଳ ପ୍ରଜାତିର ପେଚା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହରଭଂଗା (ପ୍ରତାପ ମେହେର): ହରଭଂଗା ବ୍ଲକ ତିଳେଶ୍ୱର ପଂଚାୟତର କୃଷ୍ଣପାଲ୍ଲୀ ଗ୍ରାମରେ ଏକ ବିରଳ ପ୍ରଜାତିର ପେଚା ଦେଖିବାକୁ ମିଳିଛି |ଖବର ଅନୁସାରେ ଏହି ପେଚାକୁଟି ତ୍ରିଲୋଚନ ବେହେରାଙ୍କ ଘର ଛାତ ଉପରେ ଦେଖିବାକୁ ମିଳିଥିଲା |ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ପେଚାକୁ ଧରି ପୁରୁଣା କଟକ ବନବିଭାଗକୁ ଖବର ଦିଆ ଯାଇଥିଲା | ଖବର ପାଇଁ ଫରେଷ୍ଟ ଗାର୍ଡ ଗୀତାରାଣୀ ଯୋଶୀ ପେଚାକୁ ଧରି ନିକଟସ୍ଥ ଟେଭାପଦର ଜଙ୍ଗଲରେ ଛାଡିଦେଇଥିଲେ | ଏହି ପେଚାକୁ ଦେଖିବା ପାଇଁ ତ୍ରିଲୋଚନଙ୍କ ଘର ପାଖରେ ଆଖପାଖ ଗାଁର ବହୁ ଲୋକଙ୍କ ଭିଡ ହୋଇଥିଲା |  

0
0
0
s2sdefault