ହେଡଲାଇନସ୍:

ବବି ସମ୍ଭାଳିବେ ସଂଗଠନ, ସଞ୍ଜୟ ସମ୍ଭାଳିବେ ହେଡ଼କ୍ବାର୍ଟର : ପ୍ରତାପ ରିଟର୍ଣ୍ଣିଙ୍ଗ ଅଫିସର 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଜନତା ଦଳର ଓଜନିଆ ଯୁବନେତା, ନବୀନଙ୍କ ଟିମର ସଫଳ ଫରୱାର୍ଡ଼ ଖେଳାଳି  ତଥା କ୍ରାଇସିସ ମ୍ୟାନେଜର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସଂଗଠନ ଦାୟିତ୍ୱ ପ୍ରଦାନ କରାଯାଇଛି | ସେ ମୋଟାମୋଟି ଭାବେ ରାଜ୍ୟ ସଙ୍ଗଠନକୁ ଦେଖିବେ | ଦଳରେ ଏକ ନୂଆ ପଦବୀ ସୃଷ୍ଟି କରାଯାଇ ତାଙ୍କୁ ତାଙ୍କୁ ଦଳର ସାଧାରଣ ସମ୍ପାଦକ(ସଂଗଠନ) କରାଯାଇଛି | ଦଳର ଅନ୍ୟତମ ଷ୍ଟାର ଷ୍ଟ୍ରାଇକର ସଞ୍ଜୟ ଦାଶବର୍ମାଙ୍କୁ ଦଳର ମୁଖ୍ୟାଳୟ ସମ୍ଭାଳିବା ଦାୟିତ୍ୱ ଦିଆଯାଇଛି | ବିଧିବଦ୍ଧଭାବେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ପଦବୀ ସୃଷ୍ଟି କରି ସଞ୍ଜୟଙ୍କୁ ଏହି ପାଦରେ ଅବସ୍ଥାପିତ କରାଯାଇଛି |  ସେହିପରି ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି |   

0
0
0
s2sdefault