ହେଡଲାଇନସ୍:

ହୁଇପ ଜାରି କଲେ କଂଗ୍ରେସ ହାଇକମାଣ୍ଡ : ଆଗୁଆ ଅଗଲ ବଗଲ ମନ୍ତବ୍ୟ ଦେବନି

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ପାର୍ଟି ଲାଇନ କୁ ଛାଡି କୌଣସି ନେତା କିଛି ବୟାନବାଜୀ କରିପାରିବେ ନାହିଁ ବୋଲି  ଦଳ ହାଇକମାଣ୍ଡଙ୍କ ନିର୍ଦେଶ ଦେଇଛନ୍ତି । ଏ ମର୍ମରେ ଏକ ଲିଖିତ ନିର୍ଦ୍ଦେଶ ଜାରି କରି ହାଇକମାଣ୍ଡ କହିଛନ୍ତି ଯେ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦଳ ତାକୁ ତର୍ଜ୍ଜମା କରି ଆଭିମୁଖ୍ୟ ବା ପ୍ରତିକ୍ରିୟା ରଖିବ   । ପ୍ରତିକ୍ରିୟା ସମ୍ପର୍କରେ ସବୁ ରାଜ୍ୟକୁ ଓ ସମ୍ପୃକ୍ତ ପଦାଧିକାରୀଙ୍କୁ ଅବଗତ କଲାପରେ ପ୍ରତିକ୍ରିୟା ରଖିବେ ବୋଲିଏହି ଚିଠିରେ କୁହାଯାଇଛି ।

0
0
0
s2sdefault