ହେଡଲାଇନସ୍:

ବିଜେପୁର ରେ ପୋଲିସର ଫ୍ଲାଗମାର୍ଚ୍ଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର କାର୍ଯ୍ୟକ୍ରମ ଯେଭଳି ତୀବ୍ର ହେଉଛି ସେହିଭଳି ଉପନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ କରାଇବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବରଗଡ଼ SP ପଦ୍ମିନୀ ସାହୁ ଙ୍କର ନେତୃତ୍ୱରେ ପୋଲିସ ବିଜେପୁର ର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛି । ଏହି ଫ୍ଲାଗମର୍ଚ୍ଚରେ ପୋଲିସ ଓ ଅର୍ଧ ସାମରିକ ବଳ ର ଅନେକ ଯବାନ ଓ ଅଧିକାରୀ ସମିଲ ଥିଲେ ।

0
0
0
s2sdefault