ଆଜି ମଧ୍ୟାହ୍ନ ରେ ଦକ୍ଷିଣପୁର ଗ୍ରାମ ଛକରେ ଗୋଷ୍ଠୀ ମଧ୍ୟରେ ଛକ୍କାପଞ୍ଜା ଫଳରେ ନିରୀହ ମହିଳାଙ୍କ ଜୀବନ ଚାଲି ଯାଇଛି । କିଛି ଯୁବକ ଆଜି ଏକ କାରରେ ଭବାନୀ ସାହୁ ଜଣେ ଯୁବକ କୁ ମାରିବା ପାଇଁ ଏକ କାର ଯୋଗେ ଖଣ୍ଡା ଧରି ଆକ୍ରମଣ କରିଥିଲେ । ଭବାନୀ ଜୀବନ ବଞ୍ଚାଇବା କୁ ଦୌଡି ଥିବା ବେଳେ ବରୋଧି ପକ୍ଷ କାର୍ ରେ ଗୋଡାଉ ଥିବା ବେଳେ ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁ।
- Hits: 73








