ହେଡଲାଇନସ୍:

କାମ୍ପାଲାରୁ ଫେରିଲେ ବାଚସ୍ପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର: ଓଡ଼ିଶାରବାଚସ୍ପତି ଡ. ସୂର୍ଯ୍ୟ  ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି |  ସେପ୍ଟେମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଡ. ପାତ୍ର ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ | 

କାମ୍ପାଲାରୁ ବାଚସ୍ପତି ଡ. ପାତ୍ର ଏକ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଆଦି ଦେଶ ଯାଇଥିଲେ | ଆଜି ଡ. ପାତ୍ର ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ  ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତିାଡ. ପାତ୍ରଙ୍କ ସହ ଏହି ବିଦେଶ ଗସ୍ତରେ ଯାଇଥିବା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ମଧ୍ୟ ଭୁବନେଶ୍ୱର ଫେରିଛନ୍ତିା

0
0
0
s2sdefault