ହେଡଲାଇନସ୍:

ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି 40 ଷ୍ଟାର ପ୍ରଚାରକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ 40 ଜଣିଆ ଷ୍ଟାର ପ୍ରଚାରକ ଙ୍କର ନାମ ଘୋଷଣା କରିଛି । ତାଲିକାରେ ଏକ ନମ୍ବର ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ନିର୍ବାଚନ ପ୍ରଚାରର ଶେଷ ଆଡକୁ ମୁଖ୍ୟମନ୍ତ୍ରୀ ବିଜେପୁର ଅଂଚଳରେ ଏକାଧିକ ରେଲି ର ସମ୍ଭାବନା ରହିଛି । ସେହିଭଳି ପ୍ରଚାର ଅରମ୍ବରୁ ଦଳର ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁଙ୍କ ପାଇଁ ମାରାଥନ ପ୍ରଚାର କରିବେ ଦଳର ଅନ୍ୟ ନେତା ମାନେ ।

0
0
0
s2sdefault