ହେଡଲାଇନସ୍:

 ବିଜେପୁର ଉପନିର୍ବାଚନ ମଇଦାନରେ ପାଞ୍ଚ ପ୍ରାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରତ୍ୟାହାର ତାରିଖ ସରିଲା, ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ତାରିଖ ନିର୍ଦ୍ଧାରିତ ହେଇଥିଲା । କିନ୍ତୁ କୋଣସି ପ୍ରାର୍ଥୀ ନାମଙ୍କନ ପ୍ରତ୍ୟାହାର କରି ନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହି ଉପନିର୍ବାଚନ ପାଇଁ ସମୁଦାୟ 7 ଜଣ ନାମଙ୍କନ ଦାଖଲ କରିଥିଲେ । ଏକ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ଦୁଇ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହେଇ ଯାଇଥିଲା । ବର୍ତମାନ ନିର୍ବାଚନ ମଇଦାନରେ କଂଗ୍ରେସ ରୁ ଦିଲୀପ କୁମାର ପଣ୍ଡା ହାତ ଚିହ୍ନରେ , ଶ୍ରୀମତୀ ରୀତା ସାହୁ ଶଙ୍ଖ ଚିହ୍ନ , ସନତ ଗଡ଼ତିଆ ପଦ୍ମ ଚିହ୍ନରେ ଶ୍ରୀ ଅଶୋକ ମିତ୍ତଳ ହୀରା ଚିହ୍ନରେ , ଓ ଶ୍ରୀ ବୃନ୍ଦାବନ ପୁରୋହିତ ଫୁଟବଲ ଚିହ୍ନରେ ନିର୍ବାଚନ ଲଢ଼ିବେ ।

 

0
0
0
s2sdefault