ହେଡଲାଇନସ୍:

ପଦ ଫେରି ପାଇଲେ ଇଂ ରୋହିତ ପୂଜାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ (ଯଶୋବନ୍ତ ନାରାୟଣ ସାହୁ ): ଜଣାଶୁଣା ଟାଣୁଆ ଯୁବ ନେତା ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ତାଙ୍କ ପଦବୀ ଫେରି ପାଇଛନ୍ତି | ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ତାଙ୍କୁ ପୁନଃଅବସ୍ଥାପିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଗତ ପାଳି ବିଧାନସଭାରେ ଇଂ ପୂଜାରୀ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଥିଲେ | ବିଜେପୁର ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ତାଙ୍କ ନିଯୁକ୍ତିକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ବିବେଚନା କରାଯାଉଛି | ସୁଚନାଯୋଗ୍ୟ ଯେ ପ୍ରଣବ ବଳବନ୍ତରାୟ ସମ୍ପ୍ରତି ଉପମୁଖ୍ୟ ସଚେତକ ଥିଲେ | 

0
0
0
s2sdefault