ବର୍ଷାଯୋଗୁଁ ଧସିଲା ପାହାଡ଼

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର/ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଆବଡା ପଞ୍ଚାୟତର ତିନାଲିଙ୍ଗ ପାହାଡ଼ ଅତ୍ୟଧିକ ବର୍ଷା ଯୋଗୁଁ ଧସିଲା।ପାହାଡ଼ ଧସିବାରୁ କୁଲସିଂ ଗ୍ରାମର ତିନି ଜଣଙ୍କ ଘରେ କାଦୁଅ ପାଣିମାଟି ପସିଛଥିବା ସୁଚନା ମିଳିଛି । ତିନିଜଣ ହେଲେ ମାନସୀ ଗମାଙ୍ଗ, ଗିରମ ଗମାଙ୍ଗ ଏବଂ ସାପିଡ଼ି ଗମାଙ୍ଗ। ଖବର ପାଇ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଉଦ୍ଧାର କରି ଚାଉଳ ପ୍ରଦାନ କରିଛନ୍ତି। ସେମାନେ ବର୍ତ୍ତମାନ ପଡିଶା ଘରେ ରହୁଥିବା ଶୁଣିବାକୁ ମିଳୁଛି ।

0
0
0
s2sdefault