ବିଦ୍ୟାଳୟ ବାହାରେ ଗଣେଷ ପୂଜା କଲେ ଛାତ୍ର ଛାତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ )- ଗ୍ରାମାଂଚଳର ସ୍କୁଲ ମାନଙ୍କରେ ପାଳନ ହେଉଥିବା ବିଭିନ୍ନ ପୂଜା ପର୍ବାଣି ପାଇଁ ଛାତ୍ର ଛାତ୍ରୀ ମାନେ ଚାତକ ପରି ଚାହିଁବସିଥାନ୍ତି । ସେହି ଦିନ ଯେତିକି ପାଖେଇ ଆସିଥାଏ ଛାତ୍ର ଛାତ୍ରୀଙ୍କ ମନ ଆନନ୍ଦରେ ଫାଟି ପଡୁଥାଏ । ହେଳେ କୋମଳ ମତି ପିଲାଙ୍କ ମନକୁ ଫଟେଇଥିବା ଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସମାରପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଗଣ । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଗଣେଷ ପୂଜାର ପୂର୍ବ ପ୍ରସ୍ତୁତିକୁ ନେଇ ସନେ୍ଦହ ପ୍ରକାଶ କରିବା ସହ ସ୍କୁଲରେ ପଢୁଥିବା ଅର୍ଦ୍ଧାଧିକ ପିଲା ସ୍କୁଲ ବାହାରେ ପୂଜା କରିଥିଲେ । ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପାଟି ତୁଣ୍ଡ ହୋଇଥିଲା । 

0
0
0
s2sdefault