ହେଡଲାଇନସ୍:

5 ରାଜ୍ୟରେ ନୂଆ ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବରିଷ୍ଠ ବିଜେପି ନେତା ବି  ଦତ୍ତାତ୍ରୟଙ୍କୁ  ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଲିଥୁବା ବେଳେ କଲରାଜ ମିଶ୍ରଙ୍କୁ  ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି  । ସେହିପରି ମହାରାଷ୍ଟ୍ରର  ନୂଆ ରାଜ୍ୟପାଳ ହୋଇଛନ୍ତି  ଭଗତ ସିଂ କୋସ୍ୟାରି  । ଆରିଫ ମହମ୍ମଦ ଖାନ ହେଲେ କେରଳ ରାଜ୍ୟପାଳ ହୋଇଥିବା ବେଳେ ତେଲଙ୍ଗାନା ରାଜ୍ୟପାଳ ଭାବେ ଡକ୍ଟର ତାମିଲସାଇ ସୁନ୍ଦରରାଜନଙ୍କୁ ନିଯୁକ୍ତି ମିଲିଛି ।

0
0
0
s2sdefault