ହେଡଲାଇନସ୍:

ମାଟିରେ ରେନଡନ ଟ୍ରାନ୍ସପୋର୍ଟ ମେକାନିଜିମ ଭୁମିକମ୍ପ ସମ୍ପର୍କରେ ସୂଚନା ଦେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ମାଟିରେ ରେନଡନ ମେକାନିଜିମ ଟ୍ରାନ୍ସପୋର୍ଟ ଦ୍ବାରା ଏବେ ଭୁମିକମ୍ପର ଆଶଙ୍କା ସମ୍ବନ୍ଧରେ ଜାଣିହେବ ଏହା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି | ଏ ସମ୍ପର୍କରେ ଏନ୍ଆଇଟିର ଗଣିତ ବିଭାଗର ପ୍ରୋଫେସର ସ୍ନେହାଶିଷ ଚକ୍ରବର୍ତୀ କହିଛନ୍ତି ଏହା ମାଧ୍ୟମରେ ପୃଥ୍ବିବୀରେ ଥିବା ସାନ୍ଦ୍ରତାକୁ ମପା ଯ଼ାଇ ପାରିବ | ଏଥିରେ ଘଟୁଥିବା ପରିବର୍ତନକୁ ଲକ୍ଷ୍ୟ କରି ଭୁମିକମ୍ପ ତଥା ସୁନାମିର ଆଶଙ୍କା ବିଷୟରେ ଅନୁମାନ ଲଗାଯାଇ ପାରିବ | ଏଥିପାଇଁ ଡା.ଚକ୍ରବର୍ତୀ ଓ ତାଙ୍କ ଟିମ ଆଠ ବର୍ଷ ହେଲା ପରିଶ୍ରମ କରୁଛନ୍ତି || ତାଙ୍କ ଟିମରେ ପିଏଚ୍ଡି ଛାତ୍ର ଦିଲେଶ୍ବର ରାଓ ଓ କରୁଣାକର, ବୈଜ୍ଞାନିକ ବିଜଯ କୁମାର ସାହୁ ଓ ବିକେ ସପରା ରହିଛନ୍ତି |

0
0
0
s2sdefault