ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ପରଲୋକ ଘଟିଛି।ଘଟଣାରୁ ପ୍ରକାଶ ସବୁଦିନ ପରି ପୂର୍ବତନ ଶିକ୍ଷକ ଆର୍ତ୍ତତ୍ରାଣ ପଣ୍ଡା ସକାଳୁ ଚାଲିଚାଲି ଯାଉଥିବାବେଳେ ଷ୍ଟାଡିୟମ ନିକଟରେ ପଛରୁ ଗୋଟିଏ ମଟର ସାଇକେଲ ଧକ୍କା ଦେଇଥଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ବାଇକ୍ ଚାଳକ କିରଣ ଆହତ ହୋଇଛନ୍ତି। ଏହି ଘଟଣାରେ ସହରରେ ଶୋକପ୍ରକାଶ ପାଇଛି। ଗଜପତି ଶିକ୍ଷକ ସଂଘ ତାଙ୍କର ବିୟୋଗରେ ଶୋକପ୍ରକାଶ କରିଛନ୍ତି।
ରାଜ୍ୟ
ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
- Hits: 18







