ହେଡଲାଇନସ୍:

ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗରଦପୁର ତା୧୫/୦୫ - ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ , ବସନ୍ତପୁର ତରଫରୁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ତେଣ୍ଡାକୁଡା ଫଜଲ୍ ହକ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭ ଲକ୍ଷ୍ମୀ ନାୟକ A1 ଗ୍ରଡ୍ ପାଇ ଉତ୍ତୀର୍ଣ୍ଣ ହୋଇଥିବାରୁ ଏବଂ ଆମ ଅଞ୍ଚଳବାସୀ ଗୌରବ ଆଣି ଥିବାରୁ ତାଙ୍କୁ ଉତ୍ତରୀୟ ଓ ପୁରସ୍କାର ଦିଆଗଲା । ପରିଚାଳନା ଟ୍ରଷ୍ଟି ଡଃ. ରୁଦ୍ର ମହାନ୍ତି , ପୁର୍ବତନସରପଞ୍ଚ ରବୀନ୍ଦ୍ର ମହାପାତ୍ର ,ଚଣ୍ଡି ପ୍ରସାଦ ମହାନ୍ତି , ସ୍ୱରୂପ ମହାନ୍ତି ଅଂଶ୍ଵିନି ରାୟ, ରଂଜିତ ମହାନ୍ତି, ଧିରେନ ମହାରାଜ, ଯଦୁନାଥ ଦାଶ, ସଂଯୁକ୍ତା ବିଶ୍ୱାଳ, କମଲ ମହାନ୍ତି ପ୍ରମୁଖ ସାଇ ମନ୍ଦିର ରେ ଉପସ୍ଥିତ ଥିଲେ ।

0
0
0
s2sdefault