ହେଡଲାଇନସ୍:

ସାଂସଦ ପ୍ରତିନିଧି ଙ୍କ ସ୍କୁଲ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର ୮!୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କୀପାଳି ହାଇସ୍କୁଲ କୁ ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧୂ ସାନନ୍ଦ କୁମାର ମେହେର ପରିଦର୍ଶନ ରେ ଆସିଥିଲେ | ଏହି ଅବସରରେ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଓ କର୍ମଚାରି ଏବଂ ସ୍କୁଲ ପରିଚାଳନା କମିଟି ଏବଂ ମା ଖଜୁର ତଲିଆନ ଏତେଲେତିକ ଏସୋସିଏସନ ର ସମସ୍ତ ସଦସ୍ୟ ତଥା ଯୁବ ଗୋଷ୍ଠୀ ସ୍ବାଗତ କରି ଥିଲେ |ଏକ ନୂତନ ଶ୍ରେଣୀ କୋଠରୀ, ଖେଳ ପଡିଆ ର ଉନ୍ନତି କରଣ ଏବଂ ପଡିଆ ରେ ଏକ ଶୋଚଳୟ ଓ ପାନୀୟ ଜଳ ଯୋଗାଣ ପାଇଁ ଅନୁରୋଧ କରିଥିଲେ | ଏହି ଅନୁରୋଧ ରକ୍ଷା କରି ସମସ୍ତ କାର୍ଯ୍ୟ କରିବା ପାଇଁ ଶ୍ରୀମେହେର ପ୍ରତିସୃତି ଦେଇଥିଲେ।

0
0
0
s2sdefault