ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୪/୩/୨୬: ସରକାରଙ୍କର ନିର୍ଦ୍ଦେଶ ଅନୁସାରେ କୌଣସି ଗୋଷ୍ଠୀ ଶିକ୍ଷା ଅଧୂକାରୀଙ୍କୁ ନିଜ ନେଟିଭ ବ୍ଳକରେ ପୋଷ୍ଟିଙ୍ଗ କରିବାକୁ ବାରଣ କରାଯାଇଥିଲେ ମଧ୍ୟ ଏହାର । ବ୍ୟତିକ୍ରମ ଦେଖୁବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ଶିକ୍ଷା ବିଭାଗ ଭାଗରେ କାଲିମେଳା ବ୍ଲକ ବ୍ଲକରେ ଗୋଷ୍ଠ ଗାଷ୍ଠୀ ଶିକ୍ଷା ଅଧୂକାରୀ ରମେଶ ବାରଇଙ୍କର ନେଟିଭ ବ୍ଳକ କାଳି କାଲିମେଳା ହୋଇଥିବାବେଳେ ସେ ଦୀର୍ଘ ୧୩ ବର୍ଷ କାଲିମେଳା ଉଚ୍ଚବିଦ୍ୟାଳ ଦ୍ୟାଳୟରେ ଶିକ୍ଷକତା କରି ପଦୋନ୍ନତି ପାଇ ୧୫ ବର୍ଷ ଉକ୍ତ କାଲିମେଳା ଉଚ୍ଚବିଦ୍ଯାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଦ୍ଵିତୀୟ ଥର ପଦନ୍ନତି ପାଇ କାଲିମେଳା ଗୋଷ୍ଠୀ ଶିକ୍ଷାବିଭାଗରେ ଗୋଷ୍ଠୀ ଶିକ୍ଷା କ୍ଷା ଅଳ୍ପ ଅଧିକାରୀ ଭାବରେ ୩ ବର୍ଷ ୪ ମାସ କାର୍ଯ୍ୟକରି ଏଠାରୁ ବଦଳି ହୋଇ ପୁନରାୟ ୟ ନେଟିଭ୍ ବ୍ଳକରେ ପୋଷ୍ଟିଙ୍ଗ ପାଇବା କିପରି ସମ୍ଭବ ହୋଇ ପାରୁଛି ଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଗୋଷ୍ଠୀ ଶିକ୍ଷା ଆଧୀକାରୀଙ୍କ ବ୍ଳକରେ ବାରମ୍ପାର ପୋଷ୍ଠୀଙ୍ଗକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଥିବାବେଳେ କାହା ସ୍ୱାର୍ଥରେ ଗୋଷ୍ଠୀ ଶିକ୍ଷା ଅଧୁକାରୀଙ୍କୁ ନିଜ ନେଟିଭ ବ୍ଳକରେ କରି ରଖାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ସ୍ଥିତିରେ ରାଜ୍ୟ । ଗଣଶିକ୍ଷୀ ବିଭାଗର ପତ୍ର ସଂଖ୍ୟା ଏସ୍ଏମ୍ଇ –ଏଫ୍ଇ - ଓଇଏସ୍ -٩٥-٥٩٢٢ --୨୦୨୫,୨୬୫୧୨ କୁ କାର୍ଯ୍ୟକାରୀ ର୍ଯ୍ୟକାରୀ କରାଯାଉ ନଥୁବାର ଅନ୍ତନୀହିତ ଉଦ୍ଦେଶ୍ଯ ବା ବାବଦରେ ନିରପେକ୍ଷ ତଦନ୍ତ କର କରାଯିବାର ଆବଶ୍ୟକ ଥିବା ବରିଷ୍ଟ ଶିକ୍ଷାବିତ୍ ପ୍ରଶାସକଙ୍କ ମହଲରେ ମତ ପ୍ରକାଶ ପାଇଛି I ଉକ୍ତ ଗୋଷ୍ଠି ଶିକ୍ଷା ଅଧୂକାରୀ ବିଭିନ୍ନ ସମଯ ମୟ ରେ । ଶିକ୍ଷକମାନଙ୍କୁ ହଇରାଣ ହପ ହରକତ କରିବା ସହ ବଦଳି କରେଇ ତାହା ସାଧାରଣରେ ଏଭଳି ନେଟିଭସ୍ଥାପିତ ଦେବା ଓ 4 ମନମୁଖୀ କାର୍ଯ୍ୟାନୁଷ୍ଠାନ ଷ୍ଠାନ ଗ୍ରହଣ କରିବା ଭଳି ଧମକ ଦେଇ ଆସୁଥିବାର କିଛି ଶିକ୍ଷକ ନିଜ । ନିଜ ନାମକୁ ଟେ ଗୋପନ ରଖ୍ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଉଚ୍ଚ କତୃପକ୍ଷଙ୍କୁ ଭିନ୍ନଭିନ୍ନ ସମୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ବଦଳି ଦିଗରେ ଉପରିସ୍ଥ ଅଧୂକାରୀଙ୍କ ଦୃଷ୍ଟି ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି I ଜିଲ୍ଲା ଶିକ୍ଷାବିଭାଗଟ ଗର ଏଭଳି ନୀତି ଶିକ୍ଷା ବିଭାଗର ଉଦାସୀନତାକୁ ଓ ଅଧୂକାରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକାକୁ ସ୍ପଷ୍ଟଭାବେ ଦର୍ଶାଉଛି ।
ରାଜ୍ୟ
ସରକାରୀ ନିୟମର ଖୋଲା ଉଲଂଘନ, ଗୋଷ୍ଠି ଶିକ୍ଷା ଅକାରୀ ଙ୍କ ନିଜ ନେଟିଭ ବ୍ଳକରେ ପୋଷ୍ଟିଙ୍ଗ
- Hits: 5








