କାର ଦୁର୍ଘଟଣାରେ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ)-, ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ତ୍ରିନାଥ ନାୟକ( ୬୫)ଙ୍କ କାର ଦୁର୍ଘଟଣାରେ ମୃତ ଘଟିଛି। ଗୁରୁବାର ପୂର୍ବାହ୍ନ ସାଢେ଼ ୯ ଟା ସମୟରେ ଏହି ବୃଦ୍ଧ ଜଣକ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ବସିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କ ଗାଡ଼ି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଏହି ବୃଦ୍ଧ ଜଣକ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ପ୍ରଥମେ ଗୋବରା ମେଡିକାଲ ଓ ପରେ ଭଞ୍ଜନଗର ଉପଖଣ୍ଡିୟ ସରକାରୀ ହସ୍ପିଟାରେ ଭର୍ତ୍ତି କରିଥିଲେ। ଏଠାରେ ଡକ୍ଟର ତ୍ରିନାଥଙ୍କ  ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣା ଗାଡ଼ିକୁ ଜବତ କରିଛି।

0
0
0
s2sdefault