ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଆଜି ମାଲକାନଗିରି ମହାବିଦ୍ୟାଳୟ ରେ ୭୭ ତମ ଏନ ସି ସି ଦିବସ ପାଳନ ହୋଇଯାଇଛି । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲକାନଗିରି ଜିଲ୍ଲା ୧୧୦ବାଟାଲିୟନର ବି ଏସ ଏଫ୍ କମାଣ୍ଡେଟ ଶ୍ରୀ ସାନ୍ଦୀବ ପତକା ଉତୋଳନ କରି ତାଙ୍କର ଅଭିଭାଷଣ ରଖିଥଲେ ।
ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଥିଲେ ଶ୍ରୀ ରବି ଶଙ୍କର ଡିସିଜି ବି ଏସ ଏଫ୍ ମାଲକାନଗିରି ୧୧୦ ବାଟାଲିୟନ ଏବଂ ମାଲକାନଗିରି ମହାବିଦ୍ୟାଳୟ ର ପ୍ରିନସିପାଲ ଚିତ୍ତରଞ୍ଜନ ବାରିକ ଏବଂ ଏନ୍ ସି ସି ANO ସୁଶାନ୍ତ ମାଝୀ | ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟ୍ୟ।ପିକା ଏବଂ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଏକଲବ୍ୟ, ଜବାହର ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ ଯୋଗ ଦେଇ ଥିଲେ | ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ପୁରସ୍କାର ବିତରଣ କରାଯାଇ ଥିଲା ।
ରାଜ୍ୟ
ମାଲକାନଗିରି ମହାବିଦ୍ୟାଳୟ ରେ ୭୭ ତମ ଏନ ସି ସି ଦିବସ ପାଳନ
- Hits: 10











