ହେଡଲାଇନସ୍:

ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଧର୍ମପରାୟଣା ମହିଳାଙ୍କ ମହିଳାଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଧର୍ମ ପରାୟଣା ମହିଳା କମା ସ୍ୱାଇଁ(୮୫) ଙ୍କ ନିଜ ବାସ ଭବନରେ ପରଲୋକ ଘଟିଛି I ସ୍ଵର୍ଗତ କମା କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିଲେ I କମାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ,ବୋହୂ, ଝିଅ, ପୁତୁରା, ପୁତୁରା ବୋହୂ, ନାତି, ନାତୁଣି,ନାତୁଣି ଜ୍ୱାଇଁ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ I ସ୍ଵର୍ଗତ କମା ଜଣେ ଧର୍ମ ପରାୟଣା ଏବଂ ପରୋପକାରୀ ମହିଳା ଥିଲେ I ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା I ଶତାଧିକ ଲୋକଙ୍କ ଉପସ୍ଥିତିରେ ସ୍ଵର୍ଗତ କମାଙ୍କ ଶବାଧାରକୁ ଗ୍ରାମ ଶ୍ମଶାନକୁ ନିଆ ଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ସ୍ଵର୍ଗତ କମାଙ୍କ ପୁଅ ଶିବରାମ ସ୍ୱାଇଁ ମୁଖାଗ୍ନି ଦେଇଥିଲେ I

0
0
0
s2sdefault