ହେଡଲାଇନସ୍:

ଓଡିଶା ଗ୍ରାମ କର୍ମଚାରୀ ପିଅନ ଗ୍ରାମ ପଞ୍ଚାୟତ ମହାସଂଘ କଳାହାଣ୍ଡି ଜିଲ୍ଲାସ୍ତରୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ତା ୨୩/୧୧/୨୦୨୫/ରବିବାର ଦିନ ସଂଘ ର ୧୦ ଗୋଟି ଦାବି ପୁରଣ ନିମନ୍ତେ ରାଜ୍ୟ ସରକାର ଙ୍କ ଉଦ୍ରେଶରେ ଜିଲ୍ଲା ସଭାପତି ଶ୍ରୀ ହରେ କୃଷ୍ଣ ନାଏକ ଙ୍କ ସଭାଟିତ୍ୱରେ ଅନୁଷ୍ଠିତ କରାଯାଇଥିଲା l ଉକ୍ତ ଦାବି ମଧ୍ୟରୁ,୧,ନମ୍ବର୍ ,ଓଡ଼ିଶାର ୬୭୯୪ ଗ୍ରାମ ପଞ୍ଚାୟତ ମାନଙ୍କରେ ଗୋଟିଏ ପିଅନ ପଦବୀ ସୃଷ୍ଟି କରିବା ସହିତ ପ୍ରତି ପଞ୍ଚାୟତ ରେ ସ୍ଥାୟୀ ନିଯୁକ୍ତି ଓ ନିୟମିତ ପ୍ରଦାନ କରିବାର l ୨, ନମ୍ବର,ଯେଉଁ ପର୍ଯ୍ୟନ୍ତ ପଂଚାୟତ ରେ ନୂତନ ସ୍ଥାୟୀ ପିଅନ ପଦବୀ ସୃଷ୍ଟି କରି ନାହାନ୍ତି ରାଜ୍ୟ ସରକାର ତେବେ ପଞ୍ଚାୟତ ମାନଙ୍କରେ ବର୍ତ୍ତମାନ ଡିପିଓ ଙ୍କ ଅନୁମୋଦନ ପାଇଁ ପଞ୍ଚାୟତରେ ନିଯୁକ୍ତି ପାଇଁ କାର୍ଯ୍ୟ କରୁଥିବା ପିଅନ ମାନଙ୍କୁ ଶ୍ରମ ଓ ନିୟୋଜନ ବିଭାଗର ନିର୍ଧାରଣ କରାଯାଇଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କୁ ଯେପରି ବର୍ଗି କାରଣ କରାଯାଇ ଅଣକୁଶଳୀ ,ଅର୍ଦ୍ଧକୁସଲି ,କୁଶଳୀ,ଓ ନିପୂଣ କୁଶଳୀ ରେ ସାମିଲ କରାଯାଇଛି l ସମାନ ଭାବେ ଏହି କର୍ମଚାରି ମାନଙ୍କୁ ସେହି କାଟାଗୁରି ରେ ସଂଯୁଗ କରାଯିବା ସହିତ ଦୈନିକ ସର୍ବନିମ୍ନ ମଞ୍ଜୁରୀ ୪୫୦ ଟଙ୍କା ପ୍ରଦାନ କରିବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ କୁ ସର୍କୁଲାର ଶ୍ରମ ଓ ନିୟୋଜନ ବିଭାଗରୁ ପଠାଇବାର ବ୍ୟବସ୍ଥା କରାଯିବା ପାଇଁ ଦାବି ଓ ସର୍ବାଧିକ ମାସ କୁ ୧୮୦୦୦/ ଟଙ୍କା ରଖାଯାଉ l ୩ ନମ୍ବର୍, ଓଡ଼ିଶା ଗ୍ରାମ୍ୟ ପଞ୍ଚାୟତ ୨୦୧୪ ମସିହା ୧୨୫ ନିୟମ କୁ ଉଚ୍ଛେଦ କରିବା ଓ ୧୯୬୪ ମସିହା ୧୨୩ ଆଇନ କୁ ତୁରନ୍ତ ବିଧାନ ସଭାରେ ଉପସ୍ଥାପନ କରାଯାଇ ସଂଶୋଧନ କରିବା l ୪ ନମ୍ବର୍,ପଞ୍ଚାୟତ ରାଜ ବିଧି ବ୍ୟବସ୍ଥାରେ ପଞ୍ଚାୟତ ପିଅନ ମାନଙ୍କୁ ଅନ୍ତର୍ଭୁକ୍ତ ସହିତ ଇ- ଗଭର୍ଣ୍ଣlନ୍ତ, ପ୍ରୋଟାଲ ପି,ଆ,ର ବିଭାଗରେ କର୍ମଚାରୀ ମାନଙ୍କ ସବିଶେଷ ତାଲିକାକୁ ପଞ୍ଜିକରଣ କରିବା ଲ l ୫ ନମ୍ବର୍,ଚାକିରି କ୍ଷେତ୍ରରେ ବୀମାଭୁକ୍ତ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରିବା l ଏହି ଭଳି ଆଉ ଅନେକ ପ୍ରକାର ମୈlଳିକ ଦାବି ଅଛି l ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ୧୩ ଗୋଟି ବ୍ଲକ ର ସଭାପତି / ସମ୍ପାଦକ / କୋଷାଧ୍ୟକ୍ଷ, ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଦାବି ପୁରଣ ନିମନ୍ତେ ଓଡ଼ିଶା ସରକାରଙ୍କୁ ବିନମ୍ର ଭାବେ ଗୁହାରି କରିଛନ୍ତି l

0
0
0
s2sdefault