ହେଡଲାଇନସ୍:

ଅବସରକାଳୀନ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୟାଗଡ଼(ବିଶ୍ୱଜିତ ନାୟକ) :- ତା. ୩୧.୧୦.୨୦୨୫ – ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟଳୟ, ନୟାଗଡ଼ରେ କାଯ୍ୟରତ ଶ୍ରୀ ଲୋକନାଥ ସାହୁ,ଭଣ୍ଡାର ଇକ୍ଷକ ଆଜି ତା.୩୧.୧୦.୨୦୨୫ରିଖରେ ଅବସର ନେଉଛନ୍ତି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍କିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଏବଂ କିଲ୍ଲା ସଂସ୍କୃତି ହାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରି ତାଙ୍କର ସୁସ୍ଥ, ନିରୋଗ ନିରାମୟ ଦୀର୍ଘଜୀବନ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରି ତାଙ୍କୁ ଏକ ମୁକ୍ତ ଆକାଶର ବିହଙ୍ଗ ବୋଲି କହିଥିଲେ ଏବଂ ଆଜିଠାରୁ ଆଉ ଏକ ନୂଆ ଜୀବନର ଆରମ୍ଭହେଲାବୋଲି କହିଥିଲେ । ଶେଷରେ ସମ୍ବର୍ଦ୍ଧନା ସଭାର ପରିସମାପ୍ତି ଘଟିଥିଲା ।

0
0
0
s2sdefault