ହେଡଲାଇନସ୍:

ଅଖିଳ ବିଦ୍ୟାର୍ଥୀ ପରିଷଦର ଚଳିତ ବର୍ଷର କାର୍ଯ୍ୟକାରିଣୀ ବୈଠକ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା : ଆଜି (୩୧.୧୦.୨୦୨୫) ରିଖ ଅଖିଳ ଭରତୀୟ ବିଦ୍ୟାର୍ଥୀ ପରିଷଦ ବାରିପଦା ସାଂଗଠାନିକ ଜିଲ୍ଲା ର ନଗର ଶାଖା ଘୋଷଣା ହୋଇ ଯାଇଛି। ବିଗତ ଆଠ ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ ହେବା ସତ୍ୟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସବୁ କ୍ୟାମ୍ପସ ଶାଖା କୁ ନେଇ ନଗର ର କାର୍ଯକାରିଣୀ ଘୋଷଣା କରିଥାଏ , ଏହି ପରିପ୍ରେକ୍ଷୀରେ ଅଜି ବାରିପଦା ରେ ନଗର ଶାଖା ଘୋଷଣା ହୋଇଯାଇଅଛି। ଏଥିରେ ଛାତ୍ରୀ ନେତ୍ରୀ ଅନୁଷ୍କା ପ୍ରଧାନ କୁ ନଗର ସମ୍ପାଦକ ଏବଂ ଦେବାଶିଷ ମହାନ୍ତ ଓ ଅଙ୍କିତା ଦାସ ଏବଂ ଧିଲନ ନାୟକ ପ୍ରମୁଖ ଙ୍କୁ ନଗର ସହ ସମ୍ପାଦକ ଭାବେ ଘୋଷଣା କରା ଯାଇଛି।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାରିପଦା ନଗର ତତଫରୁ ଚଳିତ ବର୍ଷ ର କାର୍ଯ କାରିଣୀ ଘୋଷଣା ହୋଇଯାଇଛି।  ଏଥିରେ ମୁଖ୍ୟ ଅତିଥି ଡଃ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ଏବଂ ମୁଖ୍ୟ ବକ୍ତା। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ମୟୂରଭଞ୍ଜ ବିଭାଗ ପ୍ରଚାରକ ମାନନୀୟ ତପନ ନାୟକ ଉପସ୍ଥିତ ଥିଲେ ।
ଏବଂ ନଗର କାର୍ଯ୍ୟାଳୟ ସମ୍ପାଦକ ଦେବାଶିଷ ମହାନ୍ତ ଙ୍କୁ ଘୋଷଣା କରାଯାଇଛି ଏଥିରେ ନଗର ର 120 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ। ଏହି ନଗର ସମ୍ମିଳନୀ ରେ ଓଡିଶା (ପୂର୍ବ) ପ୍ରାନ୍ତ ର ପ୍ରାନ୍ତ ସଙ୍ଗଠନ ସମ୍ପାଦକ ଶ୍ରୀ ବୁଦ୍ଧ ଦେବ ବାଘ୍  ପୁର୍ଣ୍ଣ ସମୟ ଉପସ୍ଥିତ ଥିଲେ ଏବଂ ମୟୂରଭଞ୍ଜ ଓ ବାଲେଶ୍ୱର ବିଭାଗ ର ବିଭାଗ ସଙ୍ଗଠନ ସମ୍ପାଦକ  ସମ୍ବିତ ପ୍ରସାଦ ରାଉତ ଏବଂ ରାଜ୍ୟ ଉପସଭାପତି ଡଃ ଦେବେଶ ଶଙ୍କର ହୋତା ଓ ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ପଣ୍ଡା ଏବଂ ବାରିପଦା ସାଂଗଠାନିକ ଜିଲ୍ଲା ର ଜିଲ୍ଲା ସଂଯାଜକ ପ୍ରିୟ ବ୍ରତ ସି ଏବଂ ଏବଂ ମୟୂରଭଞ୍ଜ ଜିଲ୍ଲା ସଙ୍ଗଠନ ସମ୍ପାଦିକା କବିତା କହଁର ଉପସ୍ଥିତି ଥିଲେ  ଏହି ସମ୍ମିଳନୀ ରେ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ର କ୍ୟାମ୍ପସ ୟୁନିଟ ସଭାପତି ପ୍ରବୀଣ ପ୍ରଧାନ ମଞ୍ଚ ସଂଯୋଜନା କରି ଥିଲେ ।

0
0
0
s2sdefault