 (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରେଗାଡା ସ୍ଥିତ ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ଏହିବଶରରେ ସାଧାରଣ ସଭା ଓ ରାଷ୍ଟ୍ରୀୟ ଏକତା ପାଇଁ ଫାରମାସୀ, ନର୍ସିଙ୍ଗ, ଡ଼ିଏମଆଳଟି ଏମ. ସୀ. ଏ ବି. ସୀ. ଏ, ଏମ ବି. ଏ ଛାତ୍ର ଛାତ୍ରୀ ମାନେ ସଂକଳ୍ପ ନେଇ ଥିଲେ l ଅନିଷ୍ଠାନ ର ନିର୍ଦେଶକ ଡ଼. ମନରଞ୍ଜନ ପାଣିଗ୍ରାହୀ, ପ୍ରିନସିପାଲ ଡ଼. କାଁହୁ ଚରଣ, ପ୍ରଫେସର ମାନସ ସାମଲ ପ୍ରଫେସର ସମର୍ଜିତ କର ଛାତ୍ର ଛାତ୍ରୀ ଙ୍କୁ ନିଜ ନିଜ ବିଭାଗ ରେ ରାଷ୍ଟ୍ରୀୟ ଏକତା ସମ୍ପର୍କିତ ଶପଥ ପାଠ କରାଇଥିଲେ l ଏହି କାର୍ଯ୍ୟକ୍ରମ କୁ ପ୍ରଶାସନିକ ଅଧିକାରୀ କୋଟେଶ୍ୱର ରାଓ ଏବଂ ଛାତ୍ର ମଙ୍ଗଳ ଅଧିକାରୀ ରାଜୀବ ପଣ୍ଡା ସଂଚାଳନ କରିଥିବାବେଳେ, କାର୍ଯ୍ୟକ୍ରମ ର ସଫଳତା ପାଇଁ ଅନୁଷ୍ଠାନ ର ଚେୟାରମେନ ଅକ୍ଷୟ ଦାଶ ଓ ସମ୍ପାଦକ ସଞ୍ଜୟ ସାହୁ ଶୁଭେଚ୍ଛା ଜଣାଇଥିଲେ l

ରାଜ୍ୟ
ଗାୟତ୍ରୀ ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ
- Hits: 47