ପେଟ୍ରୋଲ ପମ୍ପ ଯାଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,10/10.2025.ଲିଗାଲ ମେଟ୍ରୋଲୋଜି ବିଭାଗ ପକ୍ଷରୁ ନବରଙ୍ଗପୁର ଠାରେ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଛି |ଠିକ ପରିମାଣରେ ଗ୍ରାହକ ମାନଙ୍କୁ ପେଟ୍ରୋଲ ପ୍ରଦାନ କରାଯାଉଛି କି ନାହିଁ? ଠକେଇ କରାଯାଉଛି କି? ସେ ଉପରେ ଯାଞ୍ଚ କରାଯାଇଥିଲା |ବିଭାଗ ପକ୍ଷରୁ ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ପମ୍ପ ମେସିନ ଯାଞ୍ଚ କରାଯାଇଥିଲା |ଯାଞ୍ଚ ସମୟରେ ଯଦି କୌଣସି ତ୍ରୁଟି ମିଳେ ତେବେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି||ସାରା ଜିଲ୍ଲାରେ ଏଭଳି ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି |

0
0
0
s2sdefault